Prognostication Oriya Odia Meaning
ଆଗତବଣୀ, ଭବିଷ୍ୟତବାଣୀ, ଭଲ ଲକ୍ଷଣ, ଶୁଭ ଲକ୍ଷଣ
Definition
କୌଣସି ବିଶେଷ କାମର ଆରମ୍ଭରେ ଦେଖାଯାଉଥିବା ଶୁଭ କିମ୍ବା ଅଶୁଭ ଲକ୍ଷଣ
Example
ସ୍ତ୍ରୀମାନଙ୍କର ବାମ ଆଖି ଡେଇଁବା ଶୁଭ ଲକ୍ଷଣ ଓ ପୁରୁଷମାନଙ୍କର ବାମ ଆକ୍ଷି ଡେଇଁବା ଅଶୁଭ ଲକ୍ଷଣ ଭାବେ ଗ୍ରହଣ କରାଯାଏ