Repress Oriya Odia Meaning
ଅଧୀନ କରିବା, କରଗତ କରିବା, ବଶକୁ ଆଣିବା
Definition
ବିରୋଧ, ଉପଦ୍ରବ, ବିଦ୍ରୋହ ଇତ୍ୟାଦିକୁ ବଳ ପ୍ରୟୋଗଦ୍ୱାରା ଦମନ କରିବା
Example
ଆମେ ନିଜର ଇଚ୍ଛାକୁ ଦମନ କରୁ / ପରାଧୀନ ଭାରତରେ ଇଂରେଜମାନେ ଭାରତୀୟମାନଙ୍କୁ ଦବେଇକି ରଖିଥିଲେ