Save Oriya Odia Meaning
ଉଦ୍ଧାର କରିବା, ଉଦ୍ଧାର ପାଇବା, ନିସ୍ତାର ପାଇବା, ବଞ୍ଚାଇବା, ମୁକ୍ତ କରିବା, ମୁକ୍ତି ପାଇବା, ରଖିବା
Definition
ବିପତ୍ତି ବା କଷ୍ଟ ଆଦିରେ ପଡ଼ିବାକୁ ନଦେବା
Example
ଚୌକିଦାର ଚୋର ଦାଉରୁ ଗାଁକୁ ବଞ୍ଚାଇଲା
ଉଦ୍ଧାର କରିବା, ଉଦ୍ଧାର ପାଇବା, ନିସ୍ତାର ପାଇବା, ବଞ୍ଚାଇବା, ମୁକ୍ତ କରିବା, ମୁକ୍ତି ପାଇବା, ରଖିବା
ବିପତ୍ତି ବା କଷ୍ଟ ଆଦିରେ ପଡ଼ିବାକୁ ନଦେବା
ଚୌକିଦାର ଚୋର ଦାଉରୁ ଗାଁକୁ ବଞ୍ଚାଇଲା