Settlement Oriya Odia Meaning
ଉପନିବେଶ, କଲୋନି, କଲୋନୀ, ଗାଁ, ଗ୍ରାମ, ନିଷ୍ପତି, ବସ୍ତି, ମୀମାଂସା, ସମାପ୍ତି
Definition
କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା
Example
ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ