Show Oriya Odia Meaning
କପଟତା, ଛଦ୍ମତା, ଛଳ କପଟ, ଛଳନା, ଜଣାଇବା, ଜ୍ଞାତ କରିବା, ଦର୍ଶାଇବା, ଦେଖାଇବା, ପ୍ରତାରଣା, ପ୍ରଦର୍ଶନ କରିବା, ପ୍ରଦର୍ଶିତ କରିବା, ଭଣ୍ଡତା, ଶଠତା, ଶୋ କରିବା, ସତର୍କ କରିବା, ସୂଚନାଦେବା, ସୂଚିତକରିବା
Definition
ବସ୍ତୁ, ଶକ୍ତିଆଦି ଦେଖାଇବା କ୍ରିୟା
Example
ରାମ ମେଳାରେ ହାତତିଆରି ବସ୍ତୁଗୁଡ଼ିକ ପ୍ରଦର୍ଶନ କରୁଥିଲା