Sprout Oriya Odia Meaning
ଅଙ୍କୁର , ଅଙ୍କୁର ବାହାରିବା, ଅଙ୍କୁରିତ ହେବା, ଗଜା, ଗଜା ବାହାରିବା, ଗଜେଇବା
Definition
ମଞ୍ଜିରୁ ବାହାରିଥିବା ପ୍ରଥମ ଛୋଟ କୋମଳ କାଣ୍ଡ ଯେଉଁଥିରୁ ନୂଆ ପତ୍ର ବାହାରିଥାଏ
Example
କ୍ଷେତରେ ବୁଟରୁ ଗଜା ବାହାରି ଆସୁଛି