Stone Age Oriya Odia Meaning
ପାଷାଣ ଯୁଗ, ପ୍ରସ୍ତର ଯୁଗ
Definition
ମାନବ ସଭ୍ୟତାର ବିକାଶର ପ୍ରଥମ ସୋପାନ ଯେବେ ମଣିଷ ଅସ୍ତ୍ର ରୂପେ ପ୍ରସ୍ତରର ଉପଯୋଗ କରୁଥିଲା
Example
ପାଷାଣ ଯୁଗରେ ମଣିଷ ଆଗ ଅପେକ୍ଷା ନିଜକୁ ଅଧିକ ସୁରକ୍ଷିତ ମନେକରୁ ଥିଲା