Stretch Oriya Odia Meaning
ଅଳସ ଭାଙ୍ଗିବା, ଆଉଜିପଡିବା, ଆଉଜିବସିବା, ଟଣାଇବା, ଢଳିପଡିବା, ପ୍ରସାରିତ କରାଇବା, ବିସ୍ତାରିତ କରାଇବା, ଭିଡିମୋଡିହେବା
Definition
ଶରୀରର ସେହି କ୍ରିୟା ଯେଉଁଥିରେ ଶରୀରର ଗଣ୍ଡି ଏବଂ ବାହୁ କିଛି ସମୟ ପାଇଁ ଟାଣି ହୁଏ ବା ମୋଡ଼ି ହୁଏ
Example
ସେ ବିଛଣା ଉପରେ ଭିଡ଼ିମୋଡ଼ି ହୋଇ ଉଠିଲା