translate-calculator.com

Download Oriya Odia Dictionary APP

Stubbornness Oriya Odia Meaning

ଅନୁଚିତ ଜିଦ୍, ଅଯଥା ଅଳି, କଟାଳ, ଜିଦ୍‌‌, ଜିଦ୍ଦିପଣ, ଧୀଠ, ଧୀଠପଣ, ହଟ, ହଟିଆପଣ

Definition

କୌଣସି ବ୍ୟର୍ଥ କିମ୍ବା ଅନୁଚିତ କଥାବାର୍ତ୍ତାପାଇଁ ଆଗ୍ରହ

Example

ଶ୍ୟାମ ନିଜର ଗରିବ ବାପାଙ୍କ ନିକଟରେ ମୋଟର ସାଇକେଲ କିଣିବାପାଇଁ ଅଯଥା ହଟ କରୁଛି / ତାର କଟାଳ ନିକଟରେ ସମସ୍ତେ ହାରମାନିଲେ

For more Download Oriya Odia Dictionary APP