Suffix Oriya Odia Meaning
ପରସର୍ଗ, ପ୍ରତ୍ୟୟ
Definition
ବ୍ୟାକରଣରେ ଯେଉଁ ଅକ୍ଷର କୌଣସି ଧାତୁ ବା ମୂଳ ଶବ୍ଦର ଶେଷରେ ଲାଗି ତାହାର ଅର୍ଥରେ ବିଶେଷତା ଆଣେ
Example
ସୁନ୍ଦର ସହିତ ତା ପ୍ରତ୍ୟୟ ଲାଗିଲେ ସୁନ୍ଦରତା ପଦ ସୃଷ୍ଟିହୁଏ