translate-calculator.com

Download Oriya Odia Dictionary APP

Sulk Oriya Odia Meaning

କୁପିତ ହେବା, କ୍ରୁଦ୍ଧ ହେବା, କ୍ରୋଧ, କ୍ରୋଧିତ ହେବା, ମୁଁହ ଫୁଲେଇବା, ରୁଷିବା, ରୁଷ୍ଟ ହେବା

Definition

ଅସନ୍ତୁଷ୍ଟ ହୋଇ ଉଦାସୀନ, ଚୁପ୍‌ ବା ଅଲଗା ହୋଇଯିବା

Example

ମୁଁ ତା କାମ କରିପାରିଲି ନାହିଁ ବୋଲି ସେ ମୋ ଉପରେ ରୁଷିଛି

For more Download Oriya Odia Dictionary APP