Test Oriya Odia Meaning
ଆବରଣ, ଖୋଳପା, ଗୁଣ ନିର୍ଦ୍ଧାରଣ କରିବା, ଚୋପା, ଜାଞ୍ଚ କରିବା, ଟେଷ୍ଟ କରାଇବା, ପରଖିବା, ପରୀକ୍ଷଣ, ପରୀକ୍ଷଣ କରିବା, ପରୀକ୍ଷଣର ପରିଣାମ ବାହାରିବା, ପରୀକ୍ଷଣର ପରିଣାମ ମିଳିବା, ପରୀକ୍ଷା କରାଇବା, ପରୀକ୍ଷା କରିବା, ପରୀକ୍ଷା ନେବା, ପାଇବା, ପ୍ରଶ୍ନମାଳା , ପ୍ରଶ୍ନାବଳୀ, ପ୍ରାପ୍ତହେବା, ମିଳିବା, ଯାଞ୍ଚ, ଯାଞ୍ଚ କରାଇବା, ଯାଞ୍ଚ କରିବା, ଯାଞ୍ଚର ପରିଣାମ ବାହାରିବା, ରଖିବା
Definition
ଯୋଗ୍ୟତା, ବେଶେଷତା, ସାମର୍ଥ୍ୟ, ଗୁଣଆଦି ଜାଣିବାପାଇଁ ଶୋଧ ସମ୍ବନ୍ଧୀୟ କାମ କରିବା ବା କିଛି ବିଶେଷ କାମ କରିବା
Example
ବଣିଆ ସୁନାର ଶୁଦ୍ଧତା ପରୀକ୍ଷା କରେ