Thicken Oriya Odia Meaning
ଗାଢା ହେବା, ବହଳିଆ ହେବା
Definition
କୌଣସି ତରଳ ପଦାର୍ଥ ପତଳାରୁ ମୋଟା ହେବା
Example
ରସ ବହଳିଆ ହୋଇଗଲାଣି, କଣ ମୁଁ ଏହାକୁ ଚୁଲିରୁ ଓହ୍ଲାଇ ଦେବି ?
ଗାଢା ହେବା, ବହଳିଆ ହେବା
କୌଣସି ତରଳ ପଦାର୍ଥ ପତଳାରୁ ମୋଟା ହେବା
ରସ ବହଳିଆ ହୋଇଗଲାଣି, କଣ ମୁଁ ଏହାକୁ ଚୁଲିରୁ ଓହ୍ଲାଇ ଦେବି ?