Transportation Oriya Odia Meaning
ନିର୍ବାସନ, ନିଷ୍କାସନ, ପରିବହନ, ପରିବହନ ଭଡା, ବହିଷ୍କାର, ଭଡା, ଯାତ୍ରା, ଶୁଳ୍କ
Definition
ଦେଶରୁ ବହିଷ୍କୃତ ହେବା ଦଣ୍ଡ
Example
ବ୍ରିଟିଶ୍ ଶାସିତ ଭାରତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦଣ୍ଡସ୍ୱରୂପ ଦେଶରୁ ନିର୍ବାସିତ କରି ଆଣ୍ଡାମାନ ପଠାଇ ଦିଆଯାଉଥିଲା