Unblinking Oriya Odia Meaning
ଅନିମେଷ, ଅପଲକ, ଏକଦୃଷ୍ଟି, ଏକାଗ୍ର, ନିର୍ନିମେଷ
Definition
ପଲକ ନପକାଇ ଦୀର୍ଘ ସମୟ ଧରି ଦେଖିବା କ୍ରିୟା
Example
ନାଟକ ଆରମ୍ଭ ହେବା ଆଗରୁହିଁ ସବୁ ଲୋକ ମଞ୍ଚଆଡ଼କୁ ଅପଲକ ନୟନରେ ଚାହିଁ ବସିଥିଲେ