translate-calculator.com

Download Oriya Odia Dictionary APP

Understructure Oriya Odia Meaning

ଆଧାର, ଆଲମ୍ବନ, ନିଅଁ, ମୂଳ

Definition

ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ

Example

ନିଅଁ ମଜବୁତ୍‌ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ

For more Download Oriya Odia Dictionary APP