Uterus Oriya Odia Meaning
ଗର୍ଭ, ଗର୍ଭାଶୟ
Definition
ସ୍ତ୍ରୀମାନଙ୍କର ପେଟର ଯେଉଁ ସ୍ଥାନରେ ଗର୍ଭ ବା ଛୁଆ ରହେ
Example
ସୀତା ଗର୍ଭାଶୟ ସମ୍ବନ୍ଧୀୟ ରୋଗ କାରଣରୁ ମା’ ହୋଇ ପାରୁନାହିଁ