Uvula Oriya Odia Meaning
ଘଣ୍ଟିକା
Definition
ଗଳା ଭିତରେ ଝୁଲୁଥିବା ମାଂସପିଣ୍ଡ ଯାହା ଜିଭ ମୂଳ ପାଖରେ ଥାଏ
Example
ଘଣ୍ଟିକା ବଢ଼ିଯିବା କାରଣରୁ ତାର ଖାଇବା ପିଇବାରେ ଅସୁବିଧା ହେଉଛି