Verbiage Oriya Odia Meaning
ବାକ୍ୟଜାଲ, ଶଦ୍ଦଜାଲ, ଶବ୍ଦାବଳୀ
Definition
ସାଧାରଣ କଥା କହିବାପାଇଁ ବଡ଼ବଡ଼ ଶବ୍ଦ ବା ଜଟିଳ ବାକ୍ୟର ପ୍ରୟୋଗ
Example
ନେତାଙ୍କ ବାକ୍ୟଜାଲରେ ସରଳ ଜନତା ପଡ଼ିଯାନ୍ତି
ବାକ୍ୟଜାଲ, ଶଦ୍ଦଜାଲ, ଶବ୍ଦାବଳୀ
ସାଧାରଣ କଥା କହିବାପାଇଁ ବଡ଼ବଡ଼ ଶବ୍ଦ ବା ଜଟିଳ ବାକ୍ୟର ପ୍ରୟୋଗ
ନେତାଙ୍କ ବାକ୍ୟଜାଲରେ ସରଳ ଜନତା ପଡ଼ିଯାନ୍ତି