Visa Oriya Odia Meaning
ପ୍ରବେଶ ପତ୍ର, ଭିସା
Definition
କୌଣସି ବାହାର ଦେଶଦ୍ୱାରା ପାସପୋର୍ଟରେ ଦିଆଯାଇଥିବା ଯେଉଁ ଅନୁମତିଦ୍ୱାରା ପାସପୋର୍ଟ୍ଧାରୀଙ୍କୁ ସେହିଦେଶରେ ପ୍ରବେଶ କରିବା ପାଇଁ ସୁଯୋଗ ମିଳେ
Example
ରାଘବ ଭିସା ପାଇବାପାଇଁ ଆମେରିକା ଦୂତାବାସକୁ ଯାଇଛି