Visitor Oriya Odia Meaning
ଭେଟକର୍ତ୍ତା, ସାକ୍ଷାତକାରୀ
Definition
ପୂର୍ବରୁ ଆସିବାର ତିଥି, ସମୟଆଦି ନସୂଚାଇ ଅଚାନକ ଘରେ ଆସି ପହଞ୍ଚୁଥିବା କୌଣସି ପ୍ରିୟ ବା ସତ୍କାର ଯୋଗ୍ୟ ବ୍ୟକ୍ତି
Example
ଅତିଥିମାନଙ୍କ ସତ୍କାର କରିବା ଆମର କର୍ତ୍ତବ୍ୟ କାରଣ ଅତିଥି ହିଁ ଦେବତା