Witch Oriya Odia Meaning
ଡାଆଣୀ, ନିଶାଚରୀ, ପିଶାଚିନୀ, ପେତିନୀ, ପ୍ରେତନୀ, ଭୂତୁଣୀ
Definition
କୌଣସି ମୃତ ସ୍ତ୍ରୀ ଆତ୍ମାର ଯେଉଁ କଳ୍ପିତ ରୂପ ମୁକ୍ତି ବା ମୋକ୍ଷ ଅଭାବରେ ପ୍ରାପ୍ତ ହୋଇଥାଏ ଏବଂ ଯେଉଁଥିରେ ସେ ଏଭଳି କଷ୍ଟଦାୟକ ଏବଂ ଅମାଙ୍ଗଳିକ କାର୍ଯ୍ୟ କରିଥାଏ
Example
ବିଜ୍ଞାନ ଯୁଗରେ ମଧ୍ୟ ଅଧିକାଂଶ ଲୋକ ଭୂତୁଣୀରେ ବିଶ୍ୱାସ କରନ୍ତି