Years Oriya Odia Meaning
ଦୀର୍ଘଦିନ, ବହୁ ସମୟ, ବହୁତ ଦିନ, ବହୁତ ବର୍ଷ, ବାର୍ଦ୍ଧକ୍ୟ ଅବସ୍ଥା, ବୁଢାକାଳ, ବୁଢାଦିନ, ସମୟ
Definition
ଜନ୍ମରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଜୀବନ କାଳ ବା ବିତି ଯାଇଥିବା ଜୀବନ କାଳ
Example
ଶ୍ୟାମ ମୋଠାରୁ ବୟସରେ ଦୁଇ ବର୍ଷ ବଡ଼ / ଏହି ପ୍ରତିଯୋଗିତାରେ ଦଶ ବର୍ଷରୁ କମ ବୟସର ପିଲାଭାଗ ନେଇପାରିବେ ନାହିଁ